Odia Medium Class 4 My English Chapter 6 The Blue Jackal Question Answer Here . . . Class 4 English The blue Jackal questions and answers , The Blue Jackal Class 4 English Lesson 6 Question Answer Post Reading ODIA MEDIUM SCHOOL STUDENTS , Class 4 The Blue Jackal Questions Answer, The blue jackal story questions and answers pdf, The blue jackal story questions and answers class 8,  The blue jackal story questions and answers class 6, The blue jackal story questions and answers class 4, the blue jackal story questions and answers class 2, the blue jackal story for class 2, the coloured jackal class 4 question answer jkbose, the coloured jackal class 4 fill in the blanks. Class 4 The Blue Jackal Questions Answer l The Blue Jackal Class 4 English Lesson 6 Questions Answer.

4 Class The Blue Jackal Question Answer - Rajbook.in

Chapter 6 The Blue Jackal Question Answer


COMPREHENSION QUESTIONS WITH ANSWERS (ବୋଧଶକ୍ତି ପ୍ରଶାବଳୀ ଓ ଉତ୍ତର)


1. What was the jackal looking for ? (ଶୃଗାଳଟି କ’ଣ ଖୋଜୁଥୁଲା ?)
Ans. The jackal was looking for food. (ଶୃଗାଳ (ବିଲୁଆ)ଟି ଖାଦ୍ୟ ଖୋଜୁଥୁଲା।

2. Where did it fill ? (ସେ କେଉଁଠି ପଡ଼ିଗଲା ?)
Ans. It fell into a tub. (ସେ ଗୋଟିଏ କୁଣ୍ଡରେ ପଡ଼ିଗଲା ।)

3. Why did the jackal look blue when it came out of the tub ? (ପାଣିକୁଣ୍ଡରୁ ବାହାରିଲା ପରେ ଶୃଗାଳଟି କାହିଁକି ନୀଳ ଦେଖାଗଲା ?)
Ans. The jackal looked blue when it came out of the tub because the tub was filled with blue coloured water. (ପାଣି କୁଣ୍ଡରୁ ବାହାରିବା ପରେ ବିଲୁଆଟି ନୀଳ ଦେଖାଗଲା କାରଣ କୁଣ୍ଡଟା ନୀଳ ରଂଗର ପାଣିରେ ପୂର୍ବ ଥିଲା ।)

4. Why did it look different from other animals ? ( ସେ କାହିଁକି ଅନ୍ୟ ପଶୁଙ୍କଠାରୁ ଭିନ୍ନ ଦେଖାଯାଇଥିଲା ? )
Ans. It looked different from other animals because its colour had become blue. (ସେ ଅନ୍ୟ ପଶୁଙ୍କଠାରୁ ଭିନ୍ନ ଦେଖାଯାଉଥିଲା କାରଣ ତା’ର ରଂଗ ନୀଳ ହୋଇଯାଇଥିଲା ।)

5. What did he plan ? (ସେ କ’ଣ ଯୋଜନା କଲା ?)
Ans. He planned to befool all the animals. (ସେ ସମସ୍ତ ପଶୁଙ୍କୁ ବୋକା ବନାଇବାକୁ ଯୋଜନା କଲା।)

6. What else did he do to look very different ?
(ସେ ପୂରା ଅଲଗା ଦେଖାଯିବା ପାଇଁ ଆଉ କ'ଣ କଳା ?)
Ans. He wore a pair of spectacles to look very different. (ସେ ପୂରା ଅଲଗା ଦେଖାଯିବାକୁ ହେଲେ ଚଷମା ପିନ୍ଧିଲା। )

7. Why did he carefully hide his face with the cup ? (ସେ କାହିଁକି ଯନ୍‌ର ସହିତ ଟୋପିରେ ନିଜର ମୁହଁକୁ ଲୁଚାଇ ରଖିଲା ?)
Ans. He carefully hid his face with the cap so that nobody would recognize him (ସେ ଯନ୍ତ୍ରର ସହିତ ଟୋପିରେ ନିଜର ମୁହଁକୁ ଲୁଚାଇ ରଖିଲା ଯାହା ଫଳରେ କେହି ତାକୁ ଚିହ୍ନି ପାରିବେ ନାହିଁ।)

8. Where did he sit ? (ସେ କେଉଁଠାରେ ବସି ପଡ଼ିଲା ?)
Ans. He sat over an anthill. (ସେ ଗୋଟିଏ ଉଇହୁଙ୍କା ଉପରେ ବସିପଡ଼ିଲା।)

 9. Who saw him first ? (ପ୍ରଥମେ ତା’କୁ କିଏ ଦେଖୁଲା ?)
Ans. The mole saw him first. (ଗୋଟିଏ ଚୁଚୁନ୍ଦ୍ରା ତାକୁ ପ୍ରଥମେ ଦେଖିଲା।) 

10. Who did he report ? (ସେ କାହାକୁ ସମ୍ବାଦ ଦେଲା ?)
Ans. He reported it to the rabbit. (ସେ ଏ ବିଷୟରେ ଠେକୁଆକୁ ସମ୍ବାଦ ଦେଲା।) 

11. Who did the rabbit report ? (ଠେକୁଆ କାହାକୁ ସମ୍ବାଦ ଦେଲା ବା ଜଣାଇଲା ?) 
Ans. The rabbit reported to the deer. (ଠେକୁଆ ହରିଣକୁ ସମ୍ବାଦ ଦେଲା ବା ଜଣାଇ ଦେଲା ।)

 12. Who finally reported the matter to lion, the king ? ( ଏହି ବିଷୟଟିକୁ ପରିଶେଷରେ ସିଂହ ରାଜାଙ୍କୁ କିଏ ଜଣାଇଲା ? )
Ans. Finally the tiger reported the matter to the lion, the king. (ବାଘ ପରିଶେଷରେ ସିଂହ ରାଜାଙ୍କୁ ଏହି ବିଷୟରେ ସମ୍ବାଦ ଦେଲା।)

13. What did the lion do ? ( ସିଂହ କ’ଣ କଲା ?)
Ans. The lion along with other animals came to see this new animal. (ଅନ୍ୟ ପଶୁମାନଙ୍କ ସହି ସିଂହ ଏହି ନୂଆ ପଶୁଟିକୁ ଦେଖିବାକୁ ଆସିଲା ।)

14, Why did the jackal decide not to talk ? (କାହିଁକି କଥା ନ କରିବାକୁ ବିଲୁଆ ସ୍ଥିର କଲା ?)
Ans. The jackal decided not to talk because he wanted to hide his identity. (ne
ନ କହିବା ପାଇଁ ସ୍ଥିର କଲା, କାରଣ ସେ ତା'ର ପରିଚୟ ଗୋପନ ରଖିବାକୁ ଚହୁଁଥିଲା ।)

15. Why did the lion think that the new animal had come from heaven ? (ନୂଆ ପଶୁଟି ସ୍ଵର୍ଗରୁ ଆସିଥିଲା ବୋଲି ସିଂହ କାହିଁକି ଚିନ୍ତା କଲା ? )

Ans. The lion asked the blue jackal where he was from. The blue jackal didn't reply. He only looked at the sky. So the lion thought that the new animal had come from the heaven. ( ନୀଳବର୍ଣ୍ଣ ଶୃଗାଳକୁ ସେ କେଉଁଠାରୁ ଆସିଥିଲା ବୋଲି ସିଂହ ପଚାରିଲା । ନୀଳବର୍ଣ୍ଣ ବିଲୁଆ କିଛି ଉତ୍ତର ଦେଲା ନାହିଁ | ସେ କେବଳ ଆକାଶକୁ ଚାହିଁଲା। ତେଣୁ ସିଂହ ନୂଆ ପଶୁଟି ସ୍ଵର୍ଗରୁ ଆସିଥିଲା ବୋଲି ଭାବିଲା।)

16. The blue jackal moved his head clock-wise next anti-clock wise. What did the animals understand by this?
(ନୀଳବର୍ଷ ବିଲୁଆ ତା’ର ମୁଣ୍ଡକୁ ବାମରୁ ଡାହାଣକୁ ଓ ପରେ ଡାହାଣରୁ ବାମକୁ ବୁଲାଇଲା । ଏହାଦ୍ଵାରା ପଶୁମାନେ କ’ଣ ବୁଝିଲେ ?)

Ans. The blue jackal moved his head clock-wise next anti-clockwise. The animals understood that he had come to rule them all. He would be their king. (ନୀଳବର୍ଣ୍ଣ ଶୃଗାଳ ତା’ର ମୁଣ୍ଡକୁ ବାମରୁ ଡ଼ାହାଣକୁ ଓ ପରେ ଡ଼ାହାଣରୁ ବାମକୁ ବୁଲାଇଲା। ପଶୁମାନେ ବୁଝିଗଲେ ଯେ ସେ ସେମାନଙ୍କୁ ଶାସନ କରିବାକୁ ଆସିଥିଲା। ସେ ସେମାନଙ୍କର ରାଜା ହେବ।)

17. Can you guess what will happen next ?
Will they make him their King? Read the next part and see.
(ତା'ପରେ କ'ଣ ହେବ ଅନୁମାନ କରିପାରୁଛି ?

Ans. Yes, they make him their King. 

NEXT PART Question Answer 

1. Who became the blue jackal king's minister? 
 Ans. The lion became the blue jackal king's minister. 

2. Who became the head of his army?
(କିଏ ତା’ର ସେନାବାହିନୀର ମୁଖ୍ୟ ହେଲା ? )
Ans. The elephant became the head of his army. (ହାତୀ ତାଙ୍କ ସେନାବାହିନୀର ମୁଖ୍ୟ ହେଲା)

3. Who became his bodyguard?
(କିଏ ତାଙ୍କର ଅଙ୍ଗରକ୍ଷୀ ହେଲା ?)
Ans. The tiger became his bodyguard. 

4. Who looked after his kitchen? 
Ans. The small rabbit looked after his kitchen. (ଛୋଟ ଠେକୁଆ ତାଙ୍କ ରୋଷେଇଶାଳର ଯନ୍ ନେଲା ।)

5. Why did the jackal king drive the other jackals away?
(କାହିଁକି ଶୃଗାଳ ରାଜା ଅନ୍ୟ ଶୃଗାଳମାନଙ୍କୁ ତଡ଼ିଦେଲା ?)
Ans. The jackal king drove the other jackals away because he didnot want to keep the animals of his own race in his palace. (ଶୃଗାଳ ରାଜା ଅନ୍ୟ ଶୃଗାଳମାନଙ୍କୁ ତଡ଼ିଦେଲା କାରଣ ତା’ ନିଜ ସଂପ୍ରଦାୟର ପଶୁମାନଙ୍କୁ ତା’ର ଖଜପ୍ରାସାଦରେ ରଖିବାକୁ ସେ ଚାହୁଁ ନ ଥଲା ।)

6. Why did the old jackal watch the behavior of the Jackal King?
(ବୃଦ୍ଧ ଶୃଗାଳ କାହିଁକି ଶୃଗାଳ ରାଜାଙ୍କର ବ୍ୟବହାର ଅନୁଧ୍ୟାନ କରୁଥିଲା ?)
Ans. The old jackal watched the behavior of the Jackal King to know his real identity.

7.What did he do to become very sure ? (ଅଧ୍ବକ ନିଶ୍ଚିତ ହେବାକୁ ସେ କ’ଣ କଲା ?)
Ans. To be very sure, he asked the rabbit about the food habbit and the place of living of the Jackal King. (ଅଧ‌ିକ ନିଶ୍ଚିତ ହେବା ପାଇଁ ସେ ଠେକୁଆକୁ ଶୃଗାଳ ରାଜାର ଖାଦ୍ୟ ଅଭ୍ୟାସ ଓ ରହଣି ସ୍ଥାନ ବିଷୟରେ ପଚାରିଥିଲା ।)

8. Why did the Jackal King like to eat crab ? (ଶୃଗାଳ ରାଜା କାହିଁକି କଙ୍କଡ଼ା ଖାଇବାକୁ ଭଲ ପାଉଥିଲା ? )
Ans. The Jackal King liked to eat crab because it was the favourite food of the jackal (ଶୃଗାଳ ରାଜା କଙ୍କଡ଼ା ଖାଇବାକୁ ପସନ୍ଦ କରୁଥିଲା, କାରଣ ଏହା ଶୃଗାଳମାନଙ୍କର ପସନ୍ଦ ଖାଦ୍ୟ ଥିଲା)

9.Why did the Jackal King like to live in holes ? (ଶୃଗାଳ ରାଜା କାହିଁକି ଗାତରେ ରହିବାକୁ ପସନ୍ଦ କରୁଥୁଲା ? )
Ans. The Jackal King liked to live in the holes because the jackals prefer to live in it ( ଶୃଗାଳ ରାଜା ଗାତରେ ରହିବାକୁ ପସନ୍ଦ କରୁଥିଲା, କାରଣ ଶୃଗାଳମାନେ ଏଥିରେ ରହିବାକୁ ଅଧିକ ପସନ୍ଦ କରନ୍ତି ।


Read All Question Answer Click Here