BSE
4 Class If I Met Question Answer | Raj Books
Raj Books Class 4 Odia Medium lesson 5 If I Met Question Answer , If I Met Class 4 English Lesson 5 Question Answer, 4 class english lesson 5 odia medium question answer if i meet, If i meet question answer l class 4 english lesson 5 if i meet question answer l odia medium, If i met question answer class 4 , If i met question answer pdf, If i met question answer english, If i met question answer mcq, If i met question answer icse, If i met question answer cbse.
If I Met Question Answer
1. What is the poem about ? (କବିତାଟି କାହା ବିଷୟରେ ଲେଖାଯାଇଛି ? )
Ans. The poem is about different sounds of birds and animals. (କବିତାଟି ପଶୁ ଓ ପକ୍ଷୀମାନଙ୍କର
| କିନ୍ନ ଭିନ୍ନ ଶବ୍ଦ ବିଷୟରେ କୁହାଯାଇଛି।)
2. Who are there in this poem ? (କବିତାଟିରେ କେଉଁମାନେ ଅଛନ୍ତି ?)
Ans. A crow, a lamb, a cow, a dove, a dog, a cat and a crocodile are there in this poem. (କବିତାଟିରେ ଗୋଟିଏ କାଉ, ଗୋଟିଏ ମେଣ୍ଢାଛୁଆ, ଗୋଟିଏ କପୋତ, ଗୋଟିଏ କୁକୁର, ଗୋଟିଏ ବିଲେଇ ଓ ଗୋଟିଏ କୁମ୍ଭୀର ଅଛନ୍ତି ।)
3. Who is 'I' in the poem ?
( କବିତାଟିରେ ‘ମୁଁ” କିଏ ?)
Ans. In the poem ‘I’ refers to the poet. (କବିତାଟିରେ ‘ମୁଁ’ କବିଙ୍କୁ ବୁଝାଏ।)
4. Who does the poet talk to ?
(କବି କାହା ସହିତ କଥା ହେଉଛନ୍ତି ? )
Ans. The poet talks to birds and animals. (କବି ପଶୁପକ୍ଷୀଙ୍କ ସହିତ କଥା ହେଉଛନ୍ତି।)
5. The poet talks about some birds. Who are they ? (କବି କେତେକ ପକ୍ଷୀଙ୍କ ବିଷୟ କହୁଛନ୍ତି । ସେମାନେ କିଏ ? )
Ans. The poet talks about some birds. They are crow and dove. (କବି କେତେକ ପକ୍ଷୀ ବିଷୟରେ କହୁଛନ୍ତି। ସେମାନେ ହେଲେ କାଉ ଓ କପୋତ।)
6. There are eight stanzas in this poem. Which one is different from others ? Why? (କବିତାରେ ଆଠୋଟି ପଦ ରହିଛି। କେଉଁଟି ଅନ୍ୟମାନଙ୍କଠାରୁ ଭିନ୍ନ ? କାହିଁକି ?)
Ans. There are eight stanzas in this poem. The seventh one is different because the crocodile makes no sound. (କବିତାରେ ଆଠୋଟି ପଦ ରହିଛି। ସେମାନଙ୍କ ମଧ୍ୟରୁ ସପ୍ତମ ପଦଟି ଅଲଗା କାରଣ କୁମ୍ଭୀର କୌଣସି ଶବ୍ଦ କରେ ନାହିଁ।)
7. Whose sounds make you get up early in the morning ? (କାହାର ଶବ୍ଦ ତୁମକୁ ସହଜ
ସକାଳୁ ଉଠାଇ ଦିଏ ? )
Ans. The sounds of crow, cuckoo and cock make us get up early in the morning. (କାଉ, କୋଇ
ଓ କୁକୁଡ଼ାର ଶବ୍ଦମାନ ଆମକୁ ସହଳ ସକାଳୁ ଉଠାଇଦିଏ।)
8.How many times the word I is used in the poem ? (କବିତାରେ ‘ମୁଁ’ ଶବ୍ଦଟି କେତେଥର
ବ୍ୟବହୃତ ହୋଇଛି ? )
Ans. The word T’ is used fifteen times in the poem. (କବିତାରେ ‘ମୁଁ’ ଶବ୍ଦଟି ୧୫ ଥର ବ୍ୟବହୃତ ହୋଇଛି ।)
9. Who runs away from the crocodile and why? (କିଏ କୁମ୍ଭୀର ପାଖରୁ ଦୌଡ଼ି ପଳାଉଛି କାହିଁକି ?)
Ans. The poet runs away from the crocodile because he is afraid of it and it makes no sound. (କବି କୁମ୍ଭୀର ପାଖରୁ ଦୌଡ଼ି ପଳାଉଛନ୍ତି, କାରଣ ସେ ଏହାକୁ ଭୟ କରୁଛନ୍ତି ଏବଂ ଏହା କୌଣସି ଶବ୍ଦ କରୁ ନାହିଁ ।)
10. Which animal's sound do you like most ? (କେଉଁ ପଶୁର ଶବ୍ଦଟି ତୁମକୁ ସବୁଠାରୁ ବେଶୀ ଭଲ ଲାଗେ ?)
Ans. I like the sound of the cat most. ( ମୁଁ ବିଲେଇର ଶବ୍ଦକୁ ସବୁଠାରୁ ବେଶୀ ଭଲ ପାଏ।)
11. Which animal can live both on land in water ? (କେଉଁ ପଶୁ ଉଭୟ ସ୍ଥଳ ଓ ଜଳରେ ବାସ କରିପାରେ ?)
Ans. The crocodile can live both on land and in water. (କୁମ୍ଭୀର ଉଭୟ ସ୍ଥଳ ଓ ଜଳରେ ବାସ କରିପାରେ ।)
Post a Comment
0 Comments
All Educational E Books Coming Soon...Follow Our Page