Class 4 The Stranger At The Door Questions Answer , The stranger at the door question answer class 4 english, Class 4 English Lesson 8 Questions and answers The Stranger At The Door Class 4 English Lesson 8 Question Answer, the stranger at the door question answer, The stranger at the door summary, The stranger at the door movie, The stranger at the door meaning, the stranger at the door class 4 question answer, The stranger at the door full movie, stranger at the door (2004 full movie), stranger at the door lifetime movie.


4 Class The Stranger At The Door Questions Answer - Rajbooks.in

The Stranger At The Door Questions Answer

COMPREHENSION QUESTIONS WITH ANSWERS (ବୋଧଶକ୍ତି ପ୍ରଶାବଳୀ ଓ ଉତ୍ତର)

1. Who are there in these paragraphs ? ( ଏହି ଅନୁଚ୍ଛେଦଗୁଡ଼ିକରେ କେଉଁମାନେ ଅଛନ୍ତି ? ) 

Ans. A poor old couple and a beggar are there in these paragraphs. ( ଏହି ଅନୁଚ୍ଛେଦଗୁଡ଼ିକରେ ଗୋଟିଏ ଗରିବ ବୃଦ୍ଧ ଦମ୍ପତି ଓ ଗୋଟିଏ ଭିକାରି ଅଛନ୍ତି।)

2. What was the time ? (କେଉଁ ସମୟ ଥିଲା ?)

Ans. It was time for supper, (ଏହା ରାତ୍ରିଭୋଜନ ସମୟ ଥିଲା।)


3. What was the weather like ? (ପାଗ କିପରି ଥୁଲା ?)

Ans. The weather was a bit windy. (ଟିକିଏ ପକନିଆ ପାଗ ଥିଲା।)


4.What did the old couple have for supper that day?

( ସେଦିନ ବୃଦ୍ଧ ଦମ୍ପତିଙ୍କର ରାତ୍ରିଭୋଜନ ପାଇଁ କ'ଣ ଥିଲା ? )

Ans. The old couple had only two pieces of bread and half a glass of milk for supper that day. (ସେଦିନ ବୃଦ୍ଧ ଦମ୍ପତିଙ୍କର ରାତ୍ରିଭୋଜନ ପାଇଁ ମାତ୍ର ଦୁଇଖଣ୍ଡ ରୁଟି ଓ ଅଧଗିଲାସ ଦୁଗ୍‌ଧ ଥିଲା।) 


5. What happened when they were about to take their supper?(ଯେତେବେଳେ ସେମାନେ ରାତ୍ରିଭୋଜନ କରିବାକୁ ଯାଇଥିଲେ ସେତେବେଳେ କ'ଣ ଘଟିଲା ?)

Ans. When they were about to take their supper, a beggar-like man knocked at their door. (ଯେତେବେଳେ ସେମାନେ ରାତ୍ରିଭୋଜନ କରିବାକୁ ଯାଇଥିଲେ, ଠିକ୍ ସେତିକିବେଳେ ଭିକାରି ଭଳି ଲୋକଟିଏ ସେମାନଙ୍କ ଦ୍ଵାରରେ ଆଘାତ କଲା ।)

6.What did the stranger want ? (ଅପରିଚିତ ଲୋକଟି କ'ଣ ଚାହୁଁଥୁଲା ?)

Ans. The stranger wanted some food to eat. (ଅପରିଚିତ ଲୋକଟି ଖାଇବାକୁ କିଛି ଖାଦ୍ୟ ଚାହୁଁଥିଲା।)


7. Who brought the food from the kitchen ? (କିଏ ରୋଷେଇଶାଳରୁ ଖାଦ୍ୟ ଆଣିଲା ?)

Ans. The old man's wife brought the food from the kitchen. (ବୃଦ୍ଧ ଲୋକର ସ୍ତ୍ରୀ ରୋଷେଇଶାଳରୁ ଖାଦ୍ୟ ଆଣିଲା।)

8. Did the stranger eat the food slowly or quickly ? Which words tell you so ? (ଅପରିଚିତ ଲୋକଟି ଧୀରେ ଧୀରେ ନା ଶୀଘ୍ର ଶୀଘ୍ର ଖାଦ୍ୟଚଳ ଖାଇଥୁଲା ? କେଉଁ ଶବ୍ଦଗୁଡ଼ିକରୁ ତାହା ଜଣାଏ ?)

 Ans. The stranger ate the food quickly. The words like - ‘gulped” and “in no time’ tell ଏ . (ଅପରିଚିତ ଲୋକ ଖାଦ୍ୟକୁ ଶୀଘ୍ର ଖାଇ ଦେଇଥିଲା । “ ଗିଳିଦେଲା’ ‘ଖୁବଶୀଘ୍ର ” ଶବ୍ଦଗୁଡ଼ିକ ଏହା ଜଣାଇଦିଏ।)


9. Did the old man and his wife have any thing left to eat?

(ବୁଢ଼ା ଲୋକ ଓ ତା’ ସ୍ତ୍ରୀ ପାଇଁ ଖାଇବାକୁ ଆଉ କିଛି ବଳକା ଥିଲା କି ?)

Ans. No, the old man and his wife had nothing left to eat. (ନାଁ, ବୁଢ଼ାଲୋକ ଓ ତା’ ସ୍ତ୍ରୀ ପାଇଁ

ଖାଇବାକୁ କିଛି ବଳକା ନ ଥିଲା।)


10. What will the old couple eat ? Will they go without food that night ? Read the rest of the text and see.

(ବୃଦ୍ଧ ଦମ୍ପତ୍ତି କ’ଣ ଖାଇବେ ? ସେଦିନ ରାତିରେ ସେମାନେ ଭୋକିଲା ରହିବେ କି ?)

(ବିଷୟର ବାକିତକ ପଢ଼ ଓ ଦେଖ।)

Ans. I think the old couple will go without food that night. (ମୁଁ ଭାବୁଛି ବୃଦ୍ଧ ଦମ୍ପତି ସେହି ରାତିଟି ବିନା ଖାଦ୍ୟରେ ବିତାଇବେ ।)