Class 4 paribesh chapter 5 question answer || ( ଆମ ରାଜ୍ୟର କେତେକ ପ୍ରଧାନ ସ୍ଥାନ ପ୍ରଶ୍ନ ଉତ୍ତର  )ama rajyara keteka pradhana sthana. class 4 chapter 5 question answer part-2  .

Ama Rajyara Keteka Pradhana Sthana Question Answer - Rajbook.in


ପାଠ୍ୟପୁସ୍ତକସ୍ଥ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର

1। କେଉଁ ସ୍ଥାନ କାହିଁକି ପ୍ରସିଦ୍ଧ ତଳେ ଦିଆଯାଇଥିବା ଘରୁ ଖୋଳି ନିଜ ଖାତାରେ ଲେଖ ।

ସ୍ଥାନ ନାମ

ଚାନ୍ଦିପୁର, ପାରାଦ୍ବୀପ, ଯାଜପୁର, କୋଣାର୍କ, ପୁରୀ, ବନ୍ଦର, କ୍ଷେପଣାସ୍ତ୍ର ଘାଟି, ବିରଜାଙ୍କ ମନ୍ଦିର, ସୂର୍ଯ୍ୟମନ୍ଦିର, ବ୍ରହ୍ମପୁର, ଖୋର୍ଦ୍ଧା, ଭୁବନେଶ୍ୱର, କଟକ, ବାରିପଦା, ଶ୍ରୀଜଗନ୍ନାଥ ମନ୍ଦିର, ପାଟଲୁଗା ଓ ସୁନା ରୁପାର ଗହଣା, ତନ୍ତବୁଣା ତାଳଚେର, ରାଉରକେଲା, ସମ୍ବଲପୁର

ପ୍ରସିଦ୍ଧ

ଲୁଗା, ସଚିବାଳୟ ଓ ବିମାନ ଘାଟି, ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଓ ବାରବାଟୀ ଦୁର୍ଗ, ମଠା ଓ ଟସର ଲୁଗା, କୋଇଲା ଖଣି ଓ ସାର କାରଖାନା, ଇସ୍ପାତ ଓ ସାର କାରଖାନା, ସମ୍ବଲପୁର ଶାଢ଼ୀ


91

ଇସ୍ପାତ ଓ ସାର କାରଖାନା, ସମ୍ବଲପୁର ଶାଢ଼ୀ

ଉ : ସ୍ଥାନ ନାମ

ଚାନ୍ଦିପୁର :- କ୍ଷେପଣାସ୍ତ୍ର ଘାଟି

ପାରାଦ୍ବୀପ :- ବନ୍ଦର

ଯାଜପୁର ;- ବିରଜାଙ୍କ ମନ୍ଦିର

କୋଣାର୍କ :- ସୂର୍ଯ୍ୟମନ୍ଦିର

ପୁରୀ  :- ଶ୍ରୀଜଗନ୍ନାଥ ମନ୍ଦିର

ବ୍ରହ୍ମପୁର :- ପାଟଲୁଗା ଓ ସୁନା ରୂପା ଗହଣା

ଖୋର୍ଦ୍ଧା :- ତନ୍ତବୁଣା ଲୁଗା

ଭୁବନେଶ୍ୱର :- ସଚିବାଳୟ ଓ ବିମାନଘାଟି

କଟକ :- ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ଓ ବାରବାଟୀ ଦୁର୍ଗ

ବାରିପଦା :- ମଠା ଓ ଟସର ଲୁଗା

ତାଳଚେର :- କୋଇଲା ଖଣି ଓ ସାର କାରଖାନା

ରାଉରକେଲା :- ଇସ୍‌ପାତ ଓ ସାର କାରଖାନା

ସମ୍ବଲପୁର :- ସମ୍ବଲପୁରୀ ଶାଢ଼ି


91
ତୁମେ ଯଦି ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କୁ ଯିବ, ସେଠାରେ କେଉଁ କେଉଁ ପ୍ରଧାନ ସହର ଦେଖୁବ ଓ ସେଗୁଡ଼ିକ କାହିଁକି ପ୍ରସିଦ୍ଧ ତଳ କୋଠରୀରେ ଲେଖ ।

ପ୍ରଶ୍ନ ସହ ଉତ୍ତର :

ଜିଲ୍ଲା-----ପ୍ରଧାନ ସହର-------କାହିଁକି ପ୍ରସିଦ୍ଧ

ଜଗତ୍‌ସିଂହପୁର----ପାରାଦ୍ବୀପ----ବନ୍ଦର

ଭଦ୍ରକ---ଧାମରା------ବନ୍ଦର

କେନ୍ଦ୍ରାପଡ଼ା----କେନ୍ଦ୍ରାପଡ଼ା-----ଶ୍ରୀବଳଦେବଜୀଉଙ୍କ ମନ୍ଦିର

ଗଞ୍ଜାମ---ବ୍ରହ୍ମପୁର---ପାଟ ଓ ସୁନା ରୁପାର ଗହଣା


3. ତୁମ ଜିଲ୍ଲାରେ କେଉଁ କେଉଁ ଦର୍ଶନୀୟ ସ୍ଥାନ ଅଛି ଲେଖ ।

ଉ : ମୋ ଜିଲ୍ଲା ଭଦ୍ରକରେ ଆଖଣ୍ଡଳିମଣିଙ୍କ ମନ୍ଦିର ଆରଡିଠାରେ ଅଛି । ଧାମରା ବନ୍ଦର ଅଛି । ହ୍ନିଲର ଦ୍ଵୀପପୁଞ୍ଜରେ କ୍ଷେପଣାନ୍ତୁ ।
ପରୀକ୍ଷା କେନ୍ଦ୍ର ରହିଛି ।
(ବି:ଦ୍ର: ପିଲାମାନେ ନିଜ ନିଜର ଜିଲ୍ଲା ବିଷୟରେ ଶିକ୍ଷକ | ଶିକ୍ଷୟିତ୍ରୀ ଓ ଗୁରୁଜନମାନଙ୍କୁ ପଚାରି ଲେଖୁବେ ।