class 4
Class 4 The Cat And The Mouse Question Answer || Raj Books
Class 4 the cat and the mouse question answer here,4 class English lesson 2 odia medium question answer , Class 4 the cat and the mouse question answer english medium, Class 4 the cat and the mouse question answer mcq, Class 4 the cat and the mouse question answer chapter 1, Class 4 the cat and the mouse question answer cbse, bunny rabbit class 4 question answer, class 4 english lesson 3 question answer, choose one word to describe the mouse and The Mouse.
Lesson 2 The Cat And The Mouse Question Answer
COMPREHENSION QUESTIONS WITH ANSWERS
( ବୋଧଶକ୍ତି ପ୍ରଶାବଳୀ ଓ ଉତ୍ତର)
1.Who are there in this part of the story?
( ଗଳ୍ପଟିର ଏହି ଅଂଶରେ କେଉଁମାନେ ଅଛନ୍ତି ? )
Ans. A cat and a mouse are there in this part of the story. (ଗଛଟିର ଏହି ଅଂଶରେ ଗୋଟିଏ
ବିଲେଇ ଓ ଗୋଟିଏ ମୂଷା ଅଛନ୍ତି।)
2.Who wanted to eat the mouse ? Why ?
(କିଏ ମୂଷାକୁ ଖାଇବାକୁ ଚାହୁଁଥିଲା ? କାହିଁକି ?)
Ans. The cat wanted to eat the mouse. Because he was hungry. (ବିଲେଇଟି ମୂଷାକୁ ଖାଇବାକୁ ଚାହୁଁଥିଲା। କାରଣ ସେ ଭୋକିଲା ଥିଲା।)
3. Why could not the cat eat the mouse ?
( ବିଲେଇଟି ମୂଷାଟିକୁ କାହିଁକି ଖାଇ ପାରିଲା ନାହିଁ ? )
Ans. The cat could not eat the mouse because she was inside her hole. (ବିଲେଇଟି ମୂଷାଟିକୁ ଖାଇ ପାରିଲା ନାହିଁ କାରଣ ସେ ତା’ଶ ନିଜ ଗାତ ଭିତରେ ଥିଲା ।)
4.What did the mouse think ? (ମୂଷାଟି କ'ଣ ଚିନ୍ତା
କଲା ?)
Ans. The mouse thought that she would not come out of her hole. (ମୂଷାଟି ତା’ର ଗୀତ ମଧ୍ୟରୁ ବାହାରକୁ ନ ଆସିବାକୁ ଚିନ୍ତା କଲା।)
5. The mouse did not come out of her hole. What would the cat do then ? (ମୂଷାଟି ତା’ର ଗାତ ଭିତରୁ ବାହାରକୁ ଆସିଲା ନାହିଁ, ବିଜେଇଟି ସେତେବେଳେ କ'ଣ କରିଥିଲା ? )
Ans. The mouse did not come out of her hole. The cat would apply another trick to make her come out of her hole. (ମୂଷାଟି ତା’ର ଗୀତ ମଧ୍ୟରୁ ବାହାରକୁ ଆସିଲା ନାହିଁ। ସେତେବେଳେ ବିଲେଇଟି ପୃଷ୍ଠାଟିକୁ ବାହାରକୁ ଆଣିବାକୁ ଅନ୍ୟ ଉପାୟ ଅବଳମ୍ବନ କରୁଥିଲା।)
Will the mouse come out? Read the next part and see. (ମୂଷାଟି ବାହାରକୁ ଆସିବ କି ? ପରବର୍ତୀ ଅଂଶଟି ପାଠ କରି ଏବଂ ଦେଖ ।)
COMPREHENSION QUESTIONS WITH ANSWERS
(ବୋଧଶକ୍ତି ପ୍ରଶାବଳୀ ଓ ଉତ୍ତର)
1.Who asked most of the questions in the story?
(ଗଟିରେ ଅଧିକାଂଶ ପ୍ରଶ୍ନ କିଏ ପଚାରିଥିଲା ?)
Ans. The cat asked most of the questions in the story, (ଗଛଟିରେ ଅଧିକାଂଶ ପ୍ରଶ୍ନ ବିଲେଇଟି ପଚାରିଥିଲା । )
2. Who praised whom ? Why ?
( କିଏ କାହାକୁ ପ୍ରଶଂସା କରିଥିଲା ? କାହିଁକି ? )
Ans. The cat praised the mouse. Because he wanted to make the mouse come out of her hole. ( ବିଲେଇଟି ମୂଷାଟିକୁ ପ୍ରଶଂସା କରିଥିଲା। କାରଣ ମୂଷାଟି ତା'ର ଗୀତ ଭିତରୁ ବାହାରି ଆସୁ ବୋଲି ବିଲେଇ ଚାହୁଁ ଥିଲା ।)
3. How did the mouse feel about it?
(ଏ ବିଷୟରେ ମୂଷା କିପରି ଅନୁଭବ କଲା ?)
Ans. The mouse swelled up like a balloon with pride. ( ମୂଷା ବେଲୁନ୍ ଭଳି ଗର୍ବରେ ଫୁଲି ଉଠିଲା ।)
Read the last parts silently and answer the questions that follow.
(ଶେଷ ଅଂଶକୁ ନିରବରେ ପାଠ କର ଏବଂ ତଳେ ଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।)
The cat tried again and said, “Sister mouse, your house is very nice. (ବିଲେଇଟି ପୁଣି ଥରେ ଚେଷ୍ଟା କଲା ଓ କହିଲା, “ ବିଲେଇ ଭଉଣୀ, ତୁମ ଘରଟି ଖୁବ୍ ସୁନ୍ଦର। ”)
2. Comprehension Activities (ବୋଧଶକ୍ତି କାର୍ଯ୍ୟାବଳୀ) :
(a) Tick() the right choice to complete each sentence. (ପ୍ରତ୍ୟେକ ବାକ୍ୟକୁ ପୂରା କରିବାକୁ ଠିକ୍ ଉତ୍ତର ପାଇଁ ଠିକ୍ ଚିହ୍ନ () ଦିଅ ।)
1. The cat called the mouse because he wanted to (ବିଲେଇ ମୂଷାକୁ ଡ଼ାକିଲା କାରଣ ସେ ଚାହୁଁଥିଲା
(A) play with her (ତା’ ସହିତ ଖେଳିବାକୁ)
(B) eat her (ତାକୁ ଖାଇବାକୁ)
(C) give her a gift (ତାକୁ ଗୋଟିଏ ଉପହାର ଦେବାକୁ)
(1) sing with her (ତା' ସହିତ ଗୀତ ଗାଇବାକୁ)
Ans. (B) cat her (ତାକୁ ଖାଇବାକୁ)
2. The mouse did not come out of her hole because
(ମୂଷା କା' ଗାତ ମଧ୍ୟରୁ ବାହାରକୁ ଆସିଲା ନାହିଁ କାରଣ
(A) she knew the cat’s intention very well. (ସେ ବିଲେଇର ଉଦ୍ଦେଶ୍ୟ ଭଲ ଭାବରେ ଜାଣିଥିଲା।)
(B) she was busy cooking, (ସେ ରୋଷେଇରେ ବ୍ୟସ୍ତ ଥିଲା । )
(C) her door did not open. (ତା’ର ଦ୍ଵାର ଖୋଲିଲା ନାହିଁ।)
(D) she was busy dancing, (ସେ ନାଚିବାରେ ବ୍ୟସ୍ତ ଥିଲା।)
Ans. (A) she knew the cat’s intention very well. (ସେ ବିଲେଇର ଉଦ୍ଦେଶ୍ୟ ଭଲ ଭାବରେ ଜାଣିଥିଲା)
3.
—
opened the door of the mouse's house.
ମୂଷାର ଦ୍ଵାର ଖୋଲିଲା।)
(A) The squirrel
(B) The cat
(C) The mouse
(D) The cat and the mouse
Ans. (C) The mouse
All Question Answer Click Here
Post a Comment
0 Comments
All Educational E Books Coming Soon...Follow Our Page