Class 4 Lesson 4 The Squirrel With A Long Tail Question Answer | Raj Books
Class 4 English Lesson 4 The Squirrel With A Long Tail Question Answer, 4 class english lesson 4 odia medium question answer, The squirrel with a long tail question answer pdf, The squirrel with a long tail question answer class 6, The squirrel with a long tail question answer class 4, The squirrel with a long tail question answer class, the cat and the squirrel question answer.
The Squirrel With A Long Tail Question Answer
COMPREHENSION QUESTIONS WITH ANSWERS
( ବୋଧଶଲି ପ୍ରଶ୍ନବଳୀ ଓ ଉତ୍ତର)
1. Who are there in this part of the story ?
( ଗଳ୍ପଟିର ଏହି ଅଂଶରେ କେଉଁମାନେ ଅଛନ୍ତି ?)
Ans. A squirrel, a cat, a cow, a farmer and a blacksmith are there in this part of the story. (ଗଛଟିର ଏହି ଅଂଶରେ ଗୋଟିଏ ଗୁଣ୍ଡୁଚିମୂଷା, ଗୋଟିଏ ବିଲେଇ, ଗୋଟିଏ ଗାଈ, ଜଣେ କୃଷକ ଓ ଜଣେ କମାର ଅଛନ୍ତି । )
2. Who had a bushy till ? (ଲୋମପୂର୍ଣ ଲାଞ୍ଜ କାହାର ଥିଲା ? )
Ans. The squirrel had a bushy tail. ( ଗୁଣ୍ଡୁଚିମୂଷାଟିର ଗୋଟିଏ ଲୋମପୂର୍ଣ ଲାଞ୍ଜ ଥିଲା।)
3. What was she fond of ? (ସେ କାହା ପ୍ରିୟ ଥିଲା ?)
Ans. She was fond of her tail. (ସେ ତା’ର ଲାଞ୍ଜ ପ୍ରିୟ ଥିଲା ।)
4. Who took away her tail ? (ତା’ର ଲାଞ୍ଜ କିଏ ନେଇଗଲା ?)
Ans. A big cat took away her tail. (ଗୋଟିଏ ବଡ଼ ବିଲେଇ ତା’ର ଲାଞ୍ଜ ନେଇଗଲା।)
5.When did the cat take away her tail?
(ବିଲେଇଟି କେତେବେଳେ ତା’ର ଲାଞ୍ଜ ନେଇଗଲା ?)
Ans. The cat took away her tail when she was eating some grain.
(ଯେତେବେଳେ ସେ କିଛି ଶସ୍ୟ ଖାଇଥିଲା । ସେତିକିବେଳେ ବିଲେଇଟି ତା’ର ଲାଞ୍ଜଟିକୁ ନେଇଗଲା ।)
6.What did she pray to the cat for ? ( ସେ ବିଲେଇଟିକୁ କଣ ପାଇଁ ପ୍ରାର୍ଥନା କଲା ? )
Ans. She prayed to the cat to give her tail back. (ସେ ବିଲେଇକୁ ତା’ର ଲାଞ୍ଜ ଫେରାଇ ଦେବାକୁ
ପ୍ରାର୍ଥନା କଲା ।)
7. Did the cat give her tail back? ( ବିଲେଇ ତା'ର ଲାଞ୍ଜ ତା’କୁ ଫେରାଇଦେଲା କି ?)
Ans. No, the cat didn't give her tail back. (ନାଁ, ବିଲେଇ ତା’ର ଲାଞ୍ଜ ତାକୁ ଫେରାଇଲା ନାହିଁ ।)
8. What did the cat ask her to bring ? From where ? (ବିଲେଇଟି ତା'କୁ କ'ଣ ଆଣିବାକୁ କହିଲା ? କେଉଁଠାରୁ ?)
Ans. The cat asked her to bring some milk from the cow. (ବିଲେଇଟି ଗାଈଠାରୁ କିଛି କ୍ଷୀର ଆଣିବାକୁ କହିଲା ।)
9.What did the squirrel ask the cow ? (ଗୁଣ୍ଡୁଚିମୂଷାଟି ଗାଈକୁ କ'ଣ ମାଗିଲା ?)
Ans. The squirrel asked the cow to give some milk. (ଗୁଣ୍ଡୁଚିମୂଷାଟି ଗାଈକୁ କିଛି କ୍ଷୀର ମାଗିଲା ।)
10. Did the cow give her milk ? (ଗାଈଟି ତା’କୁ କ୍ଷୀର ଦେଲା କି ?)
Ans. No, the cow didn't give her milk. (ନାଁ, ଗାଈଟି ତା'କୁ କ୍ଷୀର ଦେଲା ନାହିଁ ।)
11 . What did the cow usk her to bring, from where ? ( ଗାଈଟି ତା' ପାଇଁ କ'ଣ କେଉଁଠୁ ଆଣିବାକୁ କହିଲା ?)
Ans. The cow asked her to bring some grass from the farmer. (ଗାଈଟି କୃଷକଠାରୁ କିଛି ଘାସ ।ଣିବାକୁ ତା’କୁ କହିଲା ।)
12. What did the squirrel ask the farmer ? ( ଗୁଣ୍ଡୁଚିମୂଷାଟି କୃଷକକୁ କ’ଣ କହିଲା ?)
Ans. The squirrel asked the farmer to give him some grass, ( ଗୁଣ୍ଡୁଚିମୂଷାଟି କୃଷକକୁ କିଛି ଘାସ ଦେବାକୁ କହିଲା ।)
13. Did the farmer give her grass ? (କୃଷକ ତା’କୁ ଘାସ ଦେଲା କି ?)
Ans. No, the farmer didn't give her grass. (ନାଁ, କୃଷକ ତା’କୁ ଘାସ ଦେଲାନାହିଁ )
14. What did the farmer ask her to bring ? From where ? Will the blacksmith give her a sickle ? (କୃଷକ ତା’କୁ କ’ଣ ଆଣିବାକୁ କହିଲା ? କେଉଁଠାରୁ ? କମାର ତା’କୁ ଗୋଟିଏ ଦାଆ ଦେବ କି ?)
Ans. The farmer asked her to bring a sickle from the blacksmith. No, the blacksmith will not give her a sickle. (କୃଷକଟି କମାର ପାଖରୁ ତା’କୁ ଦାଆଟିଏ ଆଣିବାକୁ କହିଲେ । ନାଁ, କମାର ତାକୁ ଦାଆ ଦେବ ନାହିଁ ।)
COMPREHENSION QUESTIONS WITH ANSWERS (ବୋଧଶକ୍ତି ପ୍ରଶାବଳୀ ଓ ଉତ୍ତର)
1. Did the blacksmith give a sickle to the squirrel?
(କମାର ଗୁଣ୍ଡୁଚିମୂଷାକୁ ଦାଆଟିଏ ଦେଲା କି ?)
Ans. No, the blacksmith didn't give a sickle to the squirrel. (Al, ଦେଲା ନାହିଁ ।)
2.What did the blacksmith ask her to bring? From where?
Ans. The blacksmith asked her to bring some wood from the forest.
3.Did the squirrel bring it from the forest ? (ଗୁଣ୍ଡୁଚିମୂଷା ଏହାକୁ ଜଙ୍ଗଲରୁ ଆଣିଲା କି ?)
Ans. Yes, the squirrel brought it from the forest.
4. Who did she give the wood?
Ans. She gave the wood to the blacksmith.
5. What did the blacksmith give her ? (କମାର ତା’କୁ କ’ଣ ଦେଲା ?)
Ans. The blacksmith gave her a sickle.
6. Who did she give the sickle ? (ସେ କାହାକୁ ବାଆଟିକୁ ଦେଲା ?)
Ans. She gave the sickle to the farmer.
7. What did the farmer give her?
Ans. The farmer gave her grass.
8. Who did she give the grass ? (ସେ କାହାକୁ ଘାସ ଦେଲା ?)
Ans. She gave the grass to the cow.
9. What did the cow give her ? (ଗାଈ ତା’କୁ କ'ଣ ଦେଲା ? )
Ans. The cow gave her milk.
10. Who did she give the milk ? (ସେ କାହାକୁ କ୍ଷୀର ଦେଲା ?)
Ans. She gave the milk to the cat. (ସେ ବିଲେଇକୁ କ୍ଷୀର ଦେଲା ।)
11. What did the cat give her back ? (ବିଲେଇଟି ତା’କୁ କ’ଣ ଫେରାଇ ଦେଲା ?)
Ans. The cat gave her long tail back. (ବିଲେଇଟି ତା’ର ଲମ୍ବା ଲାଞ୍ଜ ଫେରାଇ ଦେଲା ।)
12. There are men and animals in the story. How many men and how many animals are there in the story?
(ଗଳ୍ପଟିରେ ମଣିଷ ଓ ପଶୁମାନେ ଅଛନ୍ତି । ଗଳ୍ପଟିରେ କେତେ ଜଣ ମଣିଷ ଏବଂ କେତୋଟି ପଶୁ ଅଛନ୍ତି ?)
Ans. There are two men and three animals in the story. (ଗଛଟିରେ ଦୁଇଜଣ ମଣିଷ ଏବଂ ତିନୋଟି ପଶୁ ଅଛନ୍ତି ।)
13. Who is the most important of all ? (ସମସ୍ତଙ୍କ ମଧ୍ୟରୁ କିଏ ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ୍ଣ ?)
Ans. The squirrel is the most important of all. (ଗୁଣ୍ଡୁଚିମୂଷା ସବୁଠାରୁ ଅଧିକ ଗୁରୁତ୍ଵପୂର୍ଣ ।)
14. Do you like the squirrel ? (ଗୁଣ୍ଡୁଚିମୂଷାଟିକୁ ତୁମେ ଭଲପାଅ କି ?)
Ans. Yes, I like the squirrel. (ହଁ, ମୁଁ ଗୁଣ୍ଡୁଚିମୂଷାକୁ ଭଲ ପାଏ ।)
15. Do you love or pity her ? Give reasons.
(ତୁମେ ତାକୁ ଭଲ ପାଅ ନା ଦୟା ଦେଖାଅ ? କାରଣ ଦର୍ଶାଅ।)
Ans. Yes, I love her because she has much patience. (ହଁ, ମୁଁ ତାକୁ ଭଲପାଏ କାରଣ ତା’ଠାରେ ବହୁତ ଧୈର୍ଯ୍ୟ ରହିଛି ।)
All Question Answer And Extra Question Answer Here Click Now Click Now
Post a Comment
0 Comments
All Educational E Books Coming Soon...Follow Our Page