BSE
Class 4 Lesson 7 Little Naughty Nandi Questions Answer - Rajbooks.in
Rajbooks.in Little Naughty Nandi Class 4 English Lesson 7 Question Answer Odia Medium School , class 4 English lesson 7 question answer odia medium little naughty nandi, Little Naughty Nandi question answer, Rajbooks.
Chapter 7 Little Naughty Nandi Questions Answer
COMPREHENSION QUESTIONS WITH ANSWERS
(ବୋଧଶକ୍ତି ପ୍ରଶ୍ନବଳୀ ଓ ଉତ୍ତର)
1.What was the poem about?
( କବିତାଟି କାହା ବିଷୟରେ ଲେଖାଯାଇଛି ? )
Ans. The poem is about a little naughty boy,
2. On which day has Nandi fever ? (କେଉଁଦିନ ନନ୍ଦି (କହେ) ତାକୁ ଜ୍ଵର ହୋଇଛି ?)
Ans. Nandi has fever on Monday. (ସୋମବାର ଦିନ ନନ୍ଦି (କହେ) ତାକୁ ଜ୍ଵର ହୋଇଛି।)
3. On which day has Nandi a cold ? (କେଉଁଦିନ ନନ୍ଦି (କହେ) ତାକୁ ଥଣ୍ଡା ହୋଇଛି ?)
Ans. Nandi has a cold on Tuesday. (ମଙ୍ଗଳବାର ଦିନ ନନ୍ଦି (କହେ) ତାକୁ ଥଣ୍ଡା ହୋଇଛି।)
4. On which day has Nundi a cough ? (କେଉଁଦିନ ନନ୍ଦି (କହେ) ତାକୁ କଫ ହୋଇଛି ? )
Ans. Nandi has a cough on Wednesday, (ବୁଧବାର ଦିନ ନନ୍ଦି (କହେ) କଫ ହୋଇଛି।)
5. On which day has Nandi a backache ?
(କେଉଁ ଦିନ ନନ୍ଦି (କହେ) ତା’ର ପିଠି ବ୍ୟଥା ହେଉଛି ? )
Ans. Nandi has backache on Saturday. (ଶନିବାର ଦିନ ନନ୍ଦି (କହେ) ତା’ର ପିଠି ବ୍ୟଥା ହେଉଛି।)
6. On which day was Nandi ready to go to school? Was he really ready to go to school ?
(କେଉଁଦିନ ନନ୍ଦି ସ୍କୁଲ୍ ଯିବାକୁ ପ୍ରସ୍ତୁତ ହେଲା ? ସେ କ’ଣ ବାସ୍ତବିକ୍ ସ୍କୁଲ ଯିବାକୁ ପ୍ରସ୍ତୁତ ଥିଲା ?)
Ans. Nandi was ready to go to school on Sunday. No, he was not really ready to go to school. (ନନ୍ଦି ରବିବାର ଦିନ ସ୍କୁଲ୍ ଯିବାକୁ ପ୍ରସ୍ତୁତ ଥିଲା। ନାଁ, ସେ ବାସ୍ତବିକ୍ ସ୍କୁଲ୍ ଯିବାକୁ ପ୍ରସ୍ତୁତ ନଥିଲା।)
7. How do you know that he was not willing to go to school ?
(ତୁମେ କିପରି ଜାଣୁଛ ଯେ ସେ ସ୍କୁଲ୍ ଯିବାକୁ ଇଚ୍ଛା କରୁ ନ ଥିଲା ?)
Ans. I know that he was not willing to go to school because everyday he was taking a plea. ( ମୁଁ ଜାଣେ ଯେ ସେ ସ୍କୁଲ୍ ଯିବାକୁ ଇଚ୍ଛା କରୁ ନ ଥିଲା। କାରଣ ପ୍ରତିଦିନ ସେ କିଛି ନା କିଛି ବାହାନା କରୁଥୁଲା ।)
8. Did he really have cold, cough, fever ....... or was he pretending ?
(ବାସ୍ତବିକ୍ କ’ଣ ତାକୁ ଥଣ୍ଡା, କଫ, ଜ୍ଵର ଇତ୍ୟାଦି ହେଉଥିଲା ନା ସେ ଛଳନା କରୁଥିଲା ?)
Ans. Really he had no cold or cough. Only he was pretending. (ବାସ୍ତବିକ୍ ତା’ର ଥଣ୍ଡା କିମ୍ବା କଫ କିଛି ନ ଥିଲା। କେବଳ ସେ ଛଳନା କରୁଥିଲା।)
9. Why was he pretending to be sick ?
(କାହିଁକି ସେ ଅସୁସ୍ଥ ବୋଲି ଛଳନା କରୁଥିଲା ?)
Ans. He was pretending to be sick because he was not willing to school. (ସେ ଅସୁସ୍ଥ ଥିଲା ବୋଲି ଛଳନା କରୁଥିଲା କାରଣ ସେ ସ୍କୁଲକୁ ଯିବା ପାଇଁ ଆଦୌ ଇଚ୍ଛା କରୁ ନ ଥିଲା।)
:
Post a Comment
0 Comments
All Educational E Books Coming Soon...Follow Our Page