Class 4 The Myself Baby Question Answer || Raj Books
The Myself Baby Class4 all questions answers here , Class 4 english lesson 2 The Myself Baby follow up lesson with question answer odia medium, Class 4 the myself baby question answer pdf, Class 4 the myself baby question answer english, Class 4 the myself baby question answer english medium, class 4 english cats question answer, bunny rabbit class 4 question answer, class 4 english lesson 3 question answer, cat sleep anywhere poem questions and answers, class 4 english odia medium.
Follow Up Lesson The Myself Baby Question Answer
The Myself Baby
Shall I brush your teeth baby ?
: (ହେ ଶିଶୁ ମୁଁ ତୋର ଦାନ୍ତ ଘଷିଦେବି କି ?)
: No mom. I'll brush my teeth myself.
: (ନାଁ, ମାଆ, ମୁଁ ନିଜେ ମୋର ଦାନ୍ତ ଘଷିବି।)
: Can I feed you, my baby ?
: (ହେ ମୋର ଶିଶୁ, ମୁଁ ତୋତେ ଖୁଆଇ ଦେଇପାରେ କି ? )
: No mom, I'll feed myself.
(ନାଁ, ମୁଁ ନିଜେ ନିଜକୁ ଖୁଆଇବି।)
: Can I wash your face, my baby ?
: (ହେ ମୋର ଶିଶୁ, ମୁଁ ତୋର ମୁହଁକୁ ଧୋଇଦେବି କି ?)
No, thanks mom, I'll wash my face myself.
: (ନାଁ, ମାଆ ଧନ୍ୟବାଦ, ମୋ ମୁହଁକୁ ମୁଁ ନିଜେ ଧୋଇଦେବି ।)
: Can I dress you baby ?
: (ହେ ଶିଶୁ ତୋତେ ପୋଷାକ ପିନ୍ଧାଇ ଦେବି କି ?)
: No, thanks mom, I'll dress up myself
: (ନାଁ, ମାଆ ଧନ୍ୟବାଦ, ମୁଁ ନିଜେ ପୋଷାକ ପିନ୍ଧିଦେବି।)
: Can I help you put on your shoes baby?
: (ହେ ଶିଶୁ ମୁଁ ତୋତେ ତୋର ଜୋତା ପିନ୍ଧିବାରେ ସାହାଯ୍ୟ କରିପାରେ କି ?)
No, thanks mom, I’ll put on my shoes myself. :
(ନାଁ, ଧନ୍ୟବାଦ ମାଆ, ମୁଁ ମୋ ଜୋତା ନିଜେ ପିନ୍ଧିବି।)
Mom : Can I comb your hair baby ?
(ହେ ଶିଶୁ, ମୁଁ ତୋ କେଶ କୁଣ୍ଡାଇଦେବି କି ?)
Baby: No, thanks mom, I'll comb my hair myself. :
(ନି, ମାଆ ଧନ୍ୟବାଦ, ମୁଁ ମୋ କେଶ ନିଜେ କୁଣ୍ଡାଇବି ।)
: Can I box your ear baby?
ହେ ଶିଶୁ, ମୁଁ ତୋର କାନମୁଣ୍ଡାଙ୍କୁ ଚାପୁଡ଼ା ମାରିବି କି ?)
: No, thanks. I’ll box my ear myself. Oh! No, no, no.
: ( ନାଁ ଧନ୍ୟବାଦ, ମୋ କାନ ମୁଣ୍ଡାକୁ ମୁଁ ନିଜେ ଚାପୁଡ଼ା ମାରିଦେବି । ଓ ! ନା, ନା, ନା।
1. Why is the title of the text is "The Myself Baby" ? ( ବିଷୟର ଶିରୋନାମା (ଶୀର୍ଷକ) କାହିଁକି “ମୁଁ ହିଁ ଶିଶୁ” ହୋଇଛି ?)
Ans. The title of the text is "The Myself Baby" because the baby wants to do everything itself. (ବିଷୟର ଶିରୋନାମା “ମୁଁ ହିଁ ଶିଶୁ” କାରଣ ଶିଶୁଟି ତା’ର ନିଜର ସବୁ କାମ ନିଜେ କରିବାକୁ ଚାହୁଁଛି।)
2. Why does the child say, "No, no."
(ଶିଶୁଟି "ନାଁ, ନାଁ" କାହିଁକି କହେ ?)
Ans. The child says 'No, no' because he is not ready to accept his mother's help. (0", ନାଁ" ବୋଲି କହେ କାରଣ ସେ ତା'ର ମଆର ସାହାଯ୍ୟ ନେବା ପାଇଁ ପ୍ରସ୍ତୁତ ନୁହେଁ।)
3. Who is 'I' in the poem ?
( କବିତାରେ ‘ ମୁଁ’ କିଏ ?)
Ans. ‘I’ in the poem stands for the baby (poet). (କବିତାରେ ‘ମୁଁ” ଶିଶୁ (କବି)ଙ୍କୁ ବୁଝାଏ ।)
4. Who is 'You' in the line-7 of the poem ?
(କବିତାର ସପ୍ତମ ଧାଡ଼ିରେ ‘ତୁମେ’ କିଏ ?)
Ans. In the line-7 of the poem 'you' refers to the baby. ( Q6' ଶିଶୁଟିକୁ ବୁଝାଏ ।)
5. What action words do you find in the poem ?
(କବିତାଟିରେ କେଉଁ କେଉଁ କାର୍ଯ୍ୟବାଚକ ଶବ୍ଦ ତୁମେ ଦେଖୁଛ ?)
Ans. We find action words like 'brush', 'feed', 'wash', 'dress', 'put on', 'comb' and “box” in the poem.(ବାନ୍ତ ସଫା କରିବା, ଖୁଆଇବା, ସଫା କରିବା, ପିନ୍ଧିବା, ମୁଣ୍ଡ କୁଣ୍ଡାଇବା, କର୍ମ ମୂଳରେ ଚାପୁଡା ମାରିବା ପରି କାର୍ଯ୍ୟବାଚକ ଶବ୍ଦ ଆମେ କଳିତାଟିରେ ଦେଖୁଛୁ ।)
6. Say all the body parts you find in the poem.
(କବିତାଟିରେ ତୁମେ ଦେଖୁଥିବା ସମସ୍ତ ଶରୀରର ଅଂଗ ବିଷୟରେ କୁହ ।)
Ans. We find the body parts like teeth, face, hair and ear in the poem. (066 167 ଦାନ୍ତ, ମୁହଁ, କେଶ ଓ କାନ ପରି ଶରୀରର ଅଂଗ ଦେଖୁଛୁ।)
1. Why is the title of the text is "The Myself Baby"?
(ବିଷୟର ଶିରୋନାମା କାହିଁକି "ମୁଁ ହିଁ ଶିଶୁ" ହୋଇଛି ?
Ans. The title of the text is "The Myself Baby" because the baby wants to do everything itself. (ବିଷୟର ଶିରୋନାମା “ ମୁଁ ହିଁ ଶିଶୁ” କାରଣ ଶିଶୁଟି ତା’ର ନିଜର ସବୁ କାମ ନିଜେ କରିବାକୁ ଚାହୁଁଛି।)
2. Why does the child say, “No, no.”
(ଶିଶୁଟି “ ନାଁ, ନାଁ” କାହିଁକି କହେ ?)
Ans. The child says No, not because he is not ready to accept his mother's help. ( ପିଲାଟି
“ ନାଁ, ନାଁ” ବୋଲି କହେ କାରଣ ସେ ତା’ର ମାଆର ସାହାଯ୍ୟ ନେବା ପାଇଁ ପ୍ରସ୍ତୁତ ନୁହେଁ।)
3.Who is 'I' in the poem ?
(କବିତାରେ ‘ମୁଁ” କିଏ ?)
Ans. ‘T’ in the poem stands for the baby (poet). (କବିତାରେ ‘ମୁଁ’ ଶିଶୁ (କବି)ଙ୍କୁ ବୁଝାଏ।)
My English Book Answer PDF Click NOW
Post a Comment
0 Comments
All Educational E Books Coming Soon...Follow Our Page