BSE
4th class Ama rajya ra gamana gamana patha Question Answer - Rajbook.in
class 4 paribesh chapter 5 question answer , Class IV Ame o ama paribesh , Ama rajya ra gamana gamana patha prashan uatar , ଆମ ରାଜ୍ୟର ଗମନା ଗମନ ପଥ | Class 4 Ame O Ama Paribesha .
ପାଠ୍ୟପୁସ୍ତକସ୍ତୁ ଅଭ୍ୟାସ ପ୍ରଶ୍ନବଳୀର ଉତ୍ତର
el ଏଠାରେ କେତେକ ଯାନର ସଙ୍କେତ ଦିଆଯାଇଛି ଏବଂ ପ୍ରତ୍ୟେକ ଯାନ ପାଖରେ ତା’ର କ୍ରମିକ ସଂଖ୍ୟା ଲେଖାଯାଇଛି । ତଳ ସ୍ଥାନଗୁଡ଼ିକୁ ଯେଉଁ ଯାନରେ ଯାଇହେବ ତା’ର କ୍ରମିକ ସଂଖ୍ୟାକୁ ସେହି ସ୍ଥାନ ପାଖରେ ଲେଖ ।
ଉତ୍ତର : (କ) ଚାନ୍ଦବାଲିରୁ ପାରାଦ୍ବୀପ ୧ ଓ ୫
(ଖ) ଭୁବନେଶ୍ୱରରୁ ରାଉରକେଲା ୩, ୪ ଓ ୫
(ଗ) ଭୁବନେଶ୍ବରରୁ ପାରାଦ୍ବୀପ ୪ ଓ ୫
:
(ଘ) ଦିଲ୍ଲୀରୁ କୋଲକାତା ୩ ଓ ୪
(ଚ) ଢେଙ୍କାନାଳରୁ କଟକ ୪ ଓ ୫
(ଛ) ବଲାଙ୍ଗୀରରୁ ଭୁବନେଶ୍ୱର ୫
( ଜ) ଟିଟିଲାଗଡ଼ରୁ ବରଗଡ଼ ୪ ଓ ୫
(ଝ) ପୁରୀରୁ କୋଲକାତା ୪ ଓ ୫
91 ମାନଚିତ୍ର ଦେଖୁ କେଉଁ ବନ୍ଦର କେଉଁ ଜିଲ୍ଲାରେ ଅଛି ତଳ କୋଠରୀରେ ଲେଖ ।
ପ୍ରଶ୍ନ ସହ ଉତ୍ତର :
ବନ୍ଦରର ନାମ ଜିଲ୍ଲାର ନାମ
ପାରାଦ୍ବୀପ ଜଗତ୍ସିଂହପୁର
ଗୋପାଳପୁର ଗଞ୍ଜାମ
ଚାନ୍ଦବାଲି ଭଦ୍ରକ
୩ ।(କ) ଆମ ରାଜ୍ୟର ମୁଖ୍ୟ ରେଳପଥର ନାମ କ’ଣ ?
ଉ : ପୂର୍ବତଟ ରେଳପଥ ।
(ଖ) ତୁମ ଗାଁ |ସହର କେଉଁ ପଥଦ୍ବାରା ଅନ୍ୟ ଅଞ୍ଚଳ ସହ ସଂଯୁକ୍ତ ?
ଉ : ସଡକପଥ । ରେଳପଥ
୪ । ତୁମେ ଯଦି ଦିଲ୍ଲୀ ଦେଖିବାକୁ ଯିବ, ତେବେ କେଉଁ କେଉଁ ପଥ ଦେଇ ତୁମ ଘରଠାରୁ ଯାଇପାରିବ ଲେଖ ।
ଉ : ଆମେ ଯଦି ଦିଲ୍ଲୀ ଦେଖିବାକୁ ଯିବୁ, ତେବେ ଆମେ ପ୍ରଥମେ ସଡ଼କ ପଥ ଓ ପରେ ଆକାଶପଥ କିମ୍ବା ରେଳପଥ ଦେଇ ଯିବୁ ।
Post a Comment
0 Comments
All Educational E Books Coming Soon...Follow Our Page